ଇନ୍ଦ୍ରଜିତ୍ Indrajit

  • ସଂ. ବି. (ଇନ୍ଦ୍ର=ଦେବରାଜ+ଜି ଧାତୁ=ଜୟ କରିବା+କ୍ୱିପ; ଯେ ଇନ୍ଦ୍ରଙ୍କୁ ପରାଜିତ କରିଥିଲେ) — ରାବଣର ଜ୍ୟେଷ୍ଠ ପୁତ୍ର, ଏହାକୁ ଲକ୍ଷ୍ମଣ ମାରିଥିଲେ