ଇନ୍ଦୁଜନକ Indujanaka

  • ସଂ. ବି. (୬ଷ୍ଠୀ ତତ୍; ଇନ୍ଦୁ+ଜନକ=ପିତା; ସମୁଦ୍ରମନ୍ଥନ କାଳରେ ଚନ୍ଦ୍ର ସମୁଦ୍ରରୁ ଜାତ ହୋଇଥିବାରୁ) — ସମୁଦ୍ର — The ocean; the sea