ଇନ୍ଦୁକଳିକା Indukaḻikā

  • ସଂ. ବି. (ଇନ୍ଦୁ+କଳିକା; ଇନ୍ଦୁପରି ଶୁକ୍ଳକଳିକା ଯାହାର) — କେତକୀ — Pandanus Odoratissimus; Screwpine
  • ସଂ. ବି. (ଇନ୍ଦୁ+କଳିକା; ଇନ୍ଦୁପରି ଶୁକ୍ଳକଳିକା ଯାହାର) — ଚନ୍ଦ୍ରକଳା — A digit of the moon