ଇନ୍ଦିରା Indirā

  • ସଂ. ବି. ସ୍ତ୍ରୀ (ଇନ୍ଦ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ଇର+ ସ୍ତ୍ରୀ. ଆ) — ଲକ୍ଷ୍ମୀ
  • ସଂ. ବି. ସ୍ତ୍ରୀ (ଇନ୍ଦ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ଇର+ ସ୍ତ୍ରୀ. ଆ) — ସମସ୍ତ ଜୀବମାନଙ୍କ ଜିହ୍ୱା ଇନ୍ଦ୍ରି ତୋଷି, ଇନ୍ଦିରା ଏ ବୋଲାଇଲେ ଅମୃତ ବରଷି। —ପୀତାମ୍ବର, ନୃସିଂହପୁରାଣ।
  • ଦେ. ବି. ସ୍ତ୍ରୀ — ସ୍ତ୍ରୀ ଲୋକଙ୍କ ନାମ