ଇନ୍ତିଖାପ୍ Intikhāp

  • ବୈଦେ. ବି. (କଚିରିଆ ଭାଷା) (ଆ. ଇନ୍ତ୍ଖାବ୍) — ନିର୍ଦ୍ଦିଷ୍ଟ ସମୟ ପରେ ବେକଡ୍ରୁ ବେଦରକାରୀ କାଗଜପତ୍ର ପୃଥକ୍ କରି ଦରକାରୀ କାଗଜକୁ ମହାଫିସ୍ ଖାନାରେ ବାଛି ରଖିବା