ଇନାମ୍ଦାର Ināmdār

  • ବୈଦେ. (ଗଞ୍ଜାମ) ବି — କୌଣସି କାର୍ଯ୍ୟ ନିମନ୍ତେ ରାଜକୀୟ ଜାଗିରି ପାଇଥିବା ବ୍ୟକ୍ତି; ଜାଗିର୍ଦାର୍ — Jaghirdar
  • ବୈଦେ. (ଗଞ୍ଜାମ) ବି — ଯେ ରାଜକୀୟ ପୁରସ୍କାର ପାଇଥାଏ