ଇଦେକୋର୍ବାନ୍ Idekorbān

  • ବୈଦେ. ବି (ଆ) — ମୁସଲମାନମାନଙ୍କ ବକରୀଦ୍ ପର୍ବ (ଏହା ଜୀଲହେଜ ମାସର ଶୁକ୍ଳଦଶମୀ ବା ଏକାଦଶୀ ଦିନ ପଡ଼େ। ଏ ପର୍ବରେ ଛେଳି, ଗୋରୁ ଓ ଓଟ ବଳି ଦେବାର ବିଧି କୋରାନରେ ଅଛି)