ଇତ୍ଥଂଭୂତ Itthaṁbhūta

  • ସଂ. ବିଣ. (ଇତ୍ଥଂ+ଭୂ ଧାତୁ+କର୍ତ୍ତୃ. ତ) — ଏବଂଭୂତ; ଏହି ପ୍ରକାରର — Thus situate; similar to this
  • ସଂ. ବିଣ. (ଇତ୍ଥଂ+ଭୂ ଧାତୁ+କର୍ତ୍ତୃ. ତ) — ଏହି ପ୍ରକାରେ ଜାତ — Produced in this way