ଇତିମଧ୍ୟେ Itimadhye

  • ସଂ. ଅ. (ଇତି+ମଧ୍ୟେ) — ଏଥି ମଧ୍ୟରେ; ଏହି ସମୟ ମଧ୍ୟରେ — Meanwhile; in the mean time
  • ସଂ. ଅ. (ଇତି+ମଧ୍ୟେ) — ଏହି ଅବସର ମଧ୍ୟରେ — In the interval