ଇତିବୃତ୍ତ Itibṛutta

  • ସଂ. ବି. (ଇତି=ଏହି ପ୍ରକାର+ବୃତ୍ତ=କଥିତ; ବର୍ଣ୍ଣିତ) — ଇତିହାସ; ପୁରାବୃତ; ଅତୀତବୃତ୍ତାନ୍ତ
  • ସଂ. ବି. (ଇତି=ଏହି ପ୍ରକାର+ବୃତ୍ତ=କଥିତ; ବର୍ଣ୍ଣିତ) — ବର୍ଣ୍ଣନା — 3. Description
  • ସଂ. ବି. (ଇତି=ଏହି ପ୍ରକାର+ବୃତ୍ତ=କଥିତ; ବର୍ଣ୍ଣିତ) — ଘଟନା — Event; occurrence