ଇତିକର୍ତ୍ତବ୍ୟ Itikarttabya
- ସଂ. ବିଣ. (ଇତି=ଏହା+କର୍ତ୍ତବ୍ୟ=କରିବା ଉଚିତ) — କୌଣସି ବିଷୟ ବା କାର୍ଯ୍ୟ କରିବାକୁ ଯାହା ଯାହା କର୍ତ୍ତବ୍ୟ ବା କରିବା ଉଚିତ — That which is proper or necessary to be done; necessary (acts)
- ସଂ. ବିଣ. (ଇତି=ଏହା+କର୍ତ୍ତବ୍ୟ=କରିବା ଉଚିତ) — କୌଣସି ବିଷୟ କରିବାକୁ ହେଲେ ଆନୁସଙ୍ଗିକ ଯାହା କରିବାକୁ ପଡ଼େ — That which has to be done as an adjunct to a work
- ଦେ. ବିଣ — ଅବଶ୍ୟ କର୍ତ୍ତବ୍ୟ କାର୍ଯ୍ୟ
- ଦେ. ବିଣ — କର୍ତ୍ତବ୍ୟାକର୍ତ୍ତବ୍ୟ ନିର୍ଦ୍ଧାରଣ — Decision as to what to do and what not to do