ଇତିକର୍ତ୍ତବ୍ୟତା Itikarttabyatā

  • ସଂ. ବି. ସ୍ତ୍ରୀ (ଇତିକର୍ତ୍ତବ୍ୟ+ଭାବ. ତା) — ଏହାହିଁ କର୍ତ୍ତବ୍ୟ ଏବଂଭୂତ ଜ୍ଞାନ — Fitness or propriety of an act
  • ସଂ. ବି. ସ୍ତ୍ରୀ (ଇତିକର୍ତ୍ତବ୍ୟ+ଭାବ. ତା) — କୌଣସି କାର୍ଯ୍ୟ କରିବା ନିମନ୍ତେ ଅତ୍ୟାବଶ୍ୟକ କର୍ତ୍ତବ୍ୟ କାର୍ଯ୍ୟ; ବାଧ୍ୟତା — Necessary duty; obligation
  • ସଂ. ବି. ସ୍ତ୍ରୀ (ଇତିକର୍ତ୍ତବ୍ୟ+ଭାବ. ତା) — କର୍ତ୍ତବ୍ୟ ବା ଉଚିତ କର୍ମ — Any proper or necessary measure