ଇତରବିଶେଷ Itarabiṡesha

  • ସଂ. ବି (ଦ୍ୱନ୍ଦ୍ୱ; ଇତର+ବିଶେଷ) — ଭେଦାଭେଦ; ଭିନ୍ନତା — Distinctness; disparity
  • ସଂ. ବି (ଦ୍ୱନ୍ଦ୍ୱ; ଇତର+ବିଶେଷ) — ଅନ୍ୟଠାରୁ ବିଶେଷତ୍ୱ — Individuality
  • ସଂ. ବି (ଦ୍ୱନ୍ଦ୍ୱ; ଇତର+ବିଶେଷ) — ପାର୍ଥକ୍ୟ — Difference