ଇଠେଇଁ ସିଠେଇଁ ହେବା Iṭheiñ siṭheiñ hebā

  • ଦେ. କ୍ରି. — ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ ଯିବାଆସିବା କରିବା — To move from one place to another; not to remain stationary at one place