ଇଟା ଲଦିବା Iṭā ladibā

  • ଦେ. କ୍ରି — ଉତ୍ତମ ରୃପେ ଶୁଖିଗଲାରୁ ଇଟାକୁ ନେଇ ମଝିରେ ଓ ତଳେ ଚୂଲି ପାଇଁ ଫାଙ୍କ ରଖି ଭାଟି ଆକାରରେ ରାଶୀକୃତ କରିବା — To arrange bricks in a kiln