ଇଜ୍ମେଣ୍ଟ୍ Ijmeṅṭ

  • ବୈଦେ. ବି (ଇଂ) — ପରର ସମ୍ପତ୍ତିରେ ବହୁକାଳ ବ୍ଯବହାର ଦ୍ୱାରା ଅନ୍ୟର ପ୍ରବର୍ତ୍ତିବା ସ୍ୱତ୍ୱ (ଯଥା—ପରର ଜମି ବାଟେ ଯିବା, ପର ଜମିରେ ଗୋରୁ ଚରାଇବା ଇତ୍ୟାଦି) — Easement