ଇଜ୍ମାଇଲ୍ Ijmāil

  • ବୈଦେ. ବିଣ (ଆ. ଇଜ୍ମାଲ୍) — ବହୁ ବ୍ଯକ୍ତିଙ୍କ ଅଧିକାରଭୁକ୍ତ (ସମ୍ପତ୍ତି) — Joint (property)
  • ବୈଦେ. ବିଣ (ଆ. ଇଜ୍ମାଲ୍) — ଅବିଭକ୍ତ — Undivided