ଇଜେକ୍ଟମେଣ୍ଟ ସୁଟ୍ Ijekṭmeṇṭ suṭ

  • ବୈଦେ. ବି (ଇଂ. ଇଜେକ୍ଟ ମେଣ୍ଟ ସୁଟ୍) — ରଇତକୁ ବା ଭଡ଼ାଦାରକୁ ଜମିରୁ କିମ୍ବା ଘରୁ ଉଠାଇ ଦେବା ପାଇଁ କରାଯିବା ମକଦ୍ଦମା — Ejectment suit