ଇଙ୍ଗିତ Iṅgita
- ସଂ. ବି. (ଇନ୍ଗ୍ ଧାତୁ=ଗମନ କରିବା+ଭାବ.ତ) — ହୃଦ୍ଗତଭାବ — Intention
- ସଂ. ବି. (ଇନ୍ଗ୍ ଧାତୁ=ଗମନ କରିବା+ଭାବ.ତ) — ହୃଦ୍ଗତଭାବପ୍ରକାଶକ ଅଙ୍ଗଚାଳନା — Gesture
- ସଂ. ବି. (ଇନ୍ଗ୍ ଧାତୁ=ଗମନ କରିବା+ଭାବ.ତ) — ସଙ୍କେତ; ଇସାରା; ଠାର — Hint; signal; sign
- ସଂ. ବି. (ଇନ୍ଗ୍ ଧାତୁ=ଗମନ କରିବା+ଭାବ.ତ) — ଭୂପତି ଇଙ୍ଗିତେ ଭୈରବେ ବାଜିଲା ସଙ୍କେତ ଭେରି— ରାଧାନାଥ. ଉଷା।
- ସଂ. ବି. (ଇନ୍ଗ୍ ଧାତୁ=ଗମନ କରିବା+ଭାବ.ତ) — ହୃଦ୍ଗତଭାବପ୍ରକାଶକ ଆଖିଠାର — Wink; significant look
- ସଂ. ବି. (ଇନ୍ଗ୍ ଧାତୁ=ଗମନ କରିବା+ଭାବ.ତ) — ଚେଷ୍ଟା — Endeavour
- ସଂ. ବି. (ଇନ୍ଗ୍ ଧାତୁ=ଗମନ କରିବା+ଭାବ.ତ) — ଧରନ୍ତେ ଅସୁରମଣି, ବାଳୀ ତା ଇଙ୍ଗିତ ଜାଣି ବାମ ବାହୁ ବୁଲାଇଲା, କାଖେ ଯାକିଲା ହେ—ବିଶ୍ୱନାଥ. ବିଚିତ୍ରରାମାୟଣ।
- ସଂ. ବି. (ଇନ୍ଗ୍ ଧାତୁ=ଗମନ କରିବା+ଭାବ.ତ) — ଅନ୍ୱେଷଣ — search
- ସଂ. ବି. (ଇନ୍ଗ୍ ଧାତୁ=ଗମନ କରିବା+ଭାବ.ତ) — ଢଙ୍ଗ; ଚାଲିଚଳଣ — Movement; behaviour
- ଦେ. ବି. — ସୂଚନା — suggestiveness
- ଦେ. ବି. — ଥଟ୍ଟା — jest
- ଦେ. ବି. — ଦିନେ ଯେ ଉଚିତେ ଚିତ୍ତେ କି ଘେନି ଉଷତେ ସତେ କେତେକ ଲେଖି ଇଙ୍ଗିତେ ଗୀତେ—ଭଞ୍ଜ.ପ୍ରେମସୁଧାନିଧି 13।13 । — ଦିନେ ଯେ ଉଚିତେ ଚିତ୍ତେ କି ଘେନି ଉଷତେ ସତେ କେତେକ ଲେଖି ଇଙ୍ଗିତେ ଗୀତେ—ଭଞ୍ଜ.ପ୍ରେମସୁଧାନିଧି1313