ଇଙ୍ଗିତି Iṅgiti
- ଦେ. ବି. (ସଂ. ଇଙ୍ଗିତ) — ଥଟ୍ଟା; ପରିହାସ — Jest; joke
- ଦେ. ବି. (ସଂ. ଇଙ୍ଗିତ) — ଶ୍ଲେଷ ବଚନ — Mockery
- ଦେ. ବି. (ସଂ. ଇଙ୍ଗିତ) — [ଦ୍ର— ଆମ୍ଭମାନଙ୍କ ସମାଜରେ ଅଜା ଆଈଙ୍କୁ ନାତି ନାତୁଣୀ, ଦିଅରକୁ ଭାଉଜ, ଭିଣେଇକୁ ଶଳା ଓ ଶାଳୀ, ନଣନ୍ଦେଇକୁ ଶଳା— ଭାଉଜମାନେ ପରସ୍ପର କଥାଭାଷାରେ ଇଙ୍ଗିତି କରନ୍ତି।]