ଇଙ୍ଗିତଜ୍ଞ Iṅgitajn̄a
- ସଂ. ବିଣ. ପୁଂ. (ଇଙ୍ଗିତ=ହୃଦଗତ ଭାବ+ଜ୍ଞା ଧାତୁ= ଜାଣିବା+କର୍ତ୍ତୃ. ଅ) — ଯେଉଁ ଲୋକ ଅନ୍ଯ ବ୍ଯକ୍ତିର ନେତ୍ରବକ୍ତ୍ରବିକାର ବା ଠାରଠୁରରୁ ସେହି ବ୍ଯକ୍ତିର ହୃଦ୍ଗତ ଭାବ ବୁଝିନିଏ — Skilled in catching one's meaning when expressed by signs or gestures
- ସଂ. ବିଣ. ପୁଂ. (ଇଙ୍ଗିତ=ହୃଦଗତ ଭାବ+ଜ୍ଞା ଧାତୁ= ଜାଣିବା+କର୍ତ୍ତୃ. ଅ) — ଯେଉଁ ଲୋକ ଅନ୍ଯ ବ୍ଯକ୍ତିର ହୃଦ୍ଗତ ଭାବ ବୁଝିବାକୁ ସକ୍ଷମ — 1. Skilled in catching the inward meaning of others
- ସଂ. ବିଣ. ପୁଂ. (ଇଙ୍ଗିତ=ହୃଦଗତ ଭାବ+ଜ୍ଞା ଧାତୁ= ଜାଣିବା+କର୍ତ୍ତୃ. ଅ) — ଠାର ଇତ୍ୟାଦି ଜାଣିଥିବା (ବ୍ଯକ୍ତି) — 2. Acquainted with signs and mute-language