ଇଙ୍ଗିତ କଳା Iṅgitakaḻā

  • ସଂ. ବି. ସ୍ତ୍ରୀ. (ଆଧୁନିକ ପ୍ରୟୋଗ) — ଉପନ୍ୟାସାଦିର ନବୀନ କାଳ୍ପନିକ ରଚନା — Fiction
  • ସଂ. ବି. ସ୍ତ୍ରୀ. (ଆଧୁନିକ ପ୍ରୟୋଗ) — ସୂଚନାଦ୍ୱାରା ଭାବର ଚିତ୍ରଣ — suggestiveness in composition