ଇଗରିଷ୍ଠ Igarishṭha

  • ଦେ. ପଦ୍ଯ. ବି. (ସଂ. ରିଷ୍ଟ) — ଅତ୍ୟାଧିକ ଖେଦ; ରିଷ୍ଟ; ଅମଙ୍ଗଳ — Evil; woe
  • ଦେ. ପଦ୍ଯ. ବି. (ସଂ. ରିଷ୍ଟ) — ଇଗରିଷ୍ଟ ନଷ୍ଟ ହେବ ରାଧା ନିତି ପୂଜୁ ମିହିରକୁ—