ଇକ୍ୱିନକ୍ସ Ikwinaks

  • ଦୈଦେ. ବି (ଇଂ) — ସମଦିବାରାତ୍ରି; ଯେଉଁ ଦିନ ରାତି ଓ ଦିନ ସମାନ — Equinox
  • ଦୈଦେ. ବି (ଇଂ) — [ଦ୍ର—ଏହା ଚୈତ୍ର 9 ଦିନ ବା ମାର୍ଚ୍ଚ 21 ତାରିଖରେ ଥରେ ଏବଂ ଆଣ୍ୱିନ 9 ଦିନ ବା ସେପ୍ଟେମ୍ବର 21 ତାରିଖରେ ଆଉ ଥରେ ହୁଏ। ଏହିପରି ବର୍ଷକ ମଧ୍ୟରେ ଦୁଇ ଥର ପଡ଼େ। ପ୍ରଥମଟି ବାସନ୍ତିକ ଓ ଦ୍ୱିତୀୟଟି ଶାରଦୀୟ] — [ଦ୍ର—ଏହା ଚୈତ୍ର9ଦିନ ବା ମାର୍ଚ୍ଚ21ତାରିଖରେ ଥରେ ଏବଂ ଆଣ୍ୱିନ9ଦିନ ବା ସେପ୍ଟେମ୍ବର21ତାରିଖରେ ଆଉ ଥରେ ହୁଏ ଏହିପରି ବର୍ଷକ ମଧ୍ୟରେ ଦୁଇ ଥର ପଡ଼େ ପ୍ରଥମଟି ବାସନ୍ତିକ ଓ ଦ୍ୱିତୀୟଟି ଶାରଦୀୟ]