ଇକ୍ଷ୍ୱାକୁ
- ସଂ. ବି. (ଇକ୍ଷୁ+ଅକ୍ ଧାତୁ= ଯିବା; କର୍ତ୍ତୃ. ଉ; ସାଧାରଣତଃ ଏହି ଗଛକୁ ଲୋକେ ଆଖୁ ଖେତରେ ଲଗାଇଥାନ୍ତି ଓ ଏହା ଆଖୁ ଗଛକୁ ବେଷ୍ଟନ କରେ) — ଲାଉ — White pumpkin
- ସଂ. ବି. (ଇକ୍ଷୁ+ଅକ୍ ଧାତୁ= ଯିବା; କର୍ତ୍ତୃ. ଉ; ସାଧାରଣତଃ ଏହି ଗଛକୁ ଲୋକେ ଆଖୁ ଖେତରେ ଲଗାଇଥାନ୍ତି ଓ ଏହା ଆଖୁ ଗଛକୁ ବେଷ୍ଟନ କରେ) — ପିତାଲାଉ; କଟୁତୁମ୍ବୀ — Bottle gourd
- ସଂ. ବି. (ଇକ୍ଷୁ+ଅକ୍ ଧାତୁ= ଯିବା; କର୍ତ୍ତୃ. ଉ; ସାଧାରଣତଃ ଏହି ଗଛକୁ ଲୋକେ ଆଖୁ ଖେତରେ ଲଗାଇଥାନ୍ତି ଓ ଏହା ଆଖୁ ଗଛକୁ ବେଷ୍ଟନ କରେ) — ସୂର୍ଯ୍ୟବଂଶୀୟ ଆଦିରାଜା — The first monarch of the Solar line of kings of Aj̄odhyā
- ସଂ. ବି. (ଇକ୍ଷୁ+ଅକ୍ ଧାତୁ= ଯିବା; କର୍ତ୍ତୃ. ଉ; ସାଧାରଣତଃ ଏହି ଗଛକୁ ଲୋକେ ଆଖୁ ଖେତରେ ଲଗାଇଥାନ୍ତି ଓ ଏହା ଆଖୁ ଗଛକୁ ବେଷ୍ଟନ କରେ) — ବିହି ଇଶ୍ୱରପଦ ଇକ୍ଷ୍ୱାକୁରେ, ବିଭୁ ଅଟନ୍ତି ସଦା ଇକ୍ଷ୍ୱାକୁରେ। ଭଞ୍ଜ—ବୈଦେହୀଶବିଳାସ।