ଇକ୍ଷୁପତ୍ର Ikshupatra

  • ସଂ. ବି. (ଇକ୍ଷୁ+ପତ୍ର; ଆଖୁ ପରି ପତ୍ର ଯାହାର) — ବାଜରା ନାମକ ଶସ୍ୟବିଶେଷ — Maize
  • ସଂ. ବି. (ଇକ୍ଷୁ+ପତ୍ର; ଆଖୁ ପରି ପତ୍ର ଯାହାର) — ( 6 ଷ୍ଠୀ ତତ୍; ଇକ୍ଷୁ+ପତ୍ର;) ଆଖୁର ପତ୍ର — (6ଷ୍ଠୀ ତତ୍; ଇକ୍ଷୁ+ପତ୍ର;) ଆଖୁର ପତ୍ର— . Leaves of sugar-cane