ଇକ୍ଷୁନେତ୍ର Ikshunetra

  • ସଂ. ବି.— (ଇକ୍ଷୁ+ନେତ୍ର) — ଆଖୁର ଆଖି; ଆଖୁଗଣ୍ଠିରେ ଥିବା ଆଖି (ଯହିଁରୁ ଆଖୁ ଗଜା ବାହାରେ) — The eye-like knots of sugar-cane