ଇକ୍ଷୁଗନ୍ଧା Ikshugandhā

  • ସଂ. ବି. (ବହୁବ୍ରୀହି; ଇକ୍ଷୁ+ଗନ୍ଧ+ସ୍ତ୍ରୀ. ଆ; ଯାହାର ଗନ୍ଧ ଆଖୁଗନ୍ଧ ପରି) — ଗୋଖରା (ଦେଖ) 1. Gokharā (See)
  • ସଂ. ବି. (ବହୁବ୍ରୀହି; ଇକ୍ଷୁ+ଗନ୍ଧ+ସ୍ତ୍ରୀ. ଆ; ଯାହାର ଗନ୍ଧ ଆଖୁଗନ୍ଧ ପରି) — କୋଇଲେଖା (ଦେଖ) — Kiolekhā (See)
  • ସଂ. ବି. (ବହୁବ୍ରୀହି; ଇକ୍ଷୁ+ଗନ୍ଧ+ସ୍ତ୍ରୀ. ଆ; ଯାହାର ଗନ୍ଧ ଆଖୁଗନ୍ଧ ପରି) — ଧଳା ଭୂଇଁକଖାରୁ (ଦେଖ) — Dhaḻā bhūiñkakhāru (See)
  • ସଂ. ବି. (ବହୁବ୍ରୀହି; ଇକ୍ଷୁ+ଗନ୍ଧ+ସ୍ତ୍ରୀ. ଆ; ଯାହାର ଗନ୍ଧ ଆଖୁଗନ୍ଧ ପରି) — କାଶତୃଣ; କାଇଁଶଘାସ (ଦେଖ) — Kaṡa (See)