ଇକ୍ଷଯନ୍ତ୍ର Ikshuj̄antra

  • ସଂ. ବି. ( 6 ଷ୍ଠୀ ତତ୍; ଇକ୍ଷୁ+ଯନ୍ତ୍ର) — ଆଖୁପେଡ଼ିବା କଳ; ଆଖୁ ଖାଇ — Sugarcane mill; sugarcane pressing machine