ଇକ୍ଷକୁଟ୍ଟକ Ikshukuṭṭaka

  • ସଂ. ବି. (ଇକ୍ଷୁ+କୁଟ୍ଟ ଧାତୁ+କର୍ତ୍ତୃ.ଅକ) — ଯେ ଆଖୁ କାଟେ; ଯେ ଆଖୁ ପେଡ଼ି ଗୁଡ଼ ତିଆରି କରେ — A cultivator who cultivates sugercane and presses the canes and prepares sugar