ଇକାରାଦି Ikārādi

  • ସଂ. ବି. (ବହୁବ୍ରୀହି; ଇକାର+ଆଦି) — ଯେଉଁ ଶବ୍ଦ ବା ବାକ୍ୟମାନଙ୍କ ଆଦ୍ୟରେ 'ଇ' ଥାଏ— ଇ ରୁ ଆରମ୍ଭ କରି — Beginning with the letter 'i'