ଇଉକ୍ଲିଡ୍ Iukḻid

  • ବୈଦେ. ବି. (ଗ୍ରୀକ୍ ନାମ) — ପାଶ୍ଚାତ୍ୟ ଜ୍ୟାମିତିଗ୍ରନ୍ଥ- ପ୍ରଣେତା — Euclid; the great Geometrician
  • ବୈଦେ. ବି. (ଗ୍ରୀକ୍ ନାମ) — [ଦ୍ର—ସପ୍ତଦଶ ଶତାବ୍ଦିରେ ଏ ଜୀବିତ ଥିଲେ। ଏହାଙ୍କର ଜନ୍ମସ୍ଥାନ ଗ୍ରୀସ୍ ଦେଶ। ରେଖାଗଣିତ ବିଦ୍ୟାରେ ଏ ଶୀର୍ଷସ୍ଥାନ ଅଧିକାର କରିଥିଲେ। ବାର ଅଧ୍ୟାୟ ଜ୍ୟାମିତି ଗ୍ରନ୍ଥ ଏହାଙ୍କ ଦ୍ୱାରା ପ୍ରଣିତ। କଥିତ ଅଛି, ପାଣ୍ଡୁଲିପି ଅବସ୍ଥାରେ ଇଉକ୍ଲିଡ୍ ବାର ଅଧ୍ୟାୟ ଜ୍ୟାମିତି ଲେଖି ରଖି ଥିଲେ। ଦୈବଦୁର୍ବିପାକବଶତଃ ସପ୍ତମ, ଅଷ୍ଟମ, ନବମ ଓ ଦଶମ ଅଧ୍ୟାୟ ମାନ ପୋଡ଼ିଗଲା। ସୁତରାଂ ସେହି ଅସମ୍ପୂର୍ଣ୍ଣ ଅବସ୍ଥାରେ ଅବଶିଷ୍ଟ ଆଠ ଅଧ୍ୟାୟ ଜଗତରେ ପ୍ରକାଶିତ ହେଲା।]
  • ଦେ. ବି. — ଜ୍ୟାମିତି ଗ୍ରନ୍ଥ — A book on Geometry