ଆୟୁଷ୍ମାନ୍ Āyushmān

  • ସଂ. ବିଣ. ପୁଂ. (ଆୟୁଃ+ମତୁପ୍, ଅଛି ଅର୍ଥରେ=ଆୟୁଷ୍ମତ୍ 1 ମା. 1 ବ) — ବିଶେଷ ପରମାୟୁବିଶିଷ୍ଟ; ଦୀର୍ଘାୟୁ; ଦୀର୍ଘଜୀବୀ — Long lived (male)