ଆୟୁର୍ବେଦୀ Āyurbedī

  • ସଂ. ବିଣ. (ଆୟୁର୍ବେଦ+ଇନ୍, ଅସ୍ତ୍ୟର୍ଥେ) — ଆୟୁର୍ବେଦ ବ୍ୟବସାୟୀ — Practising medicine
  • ସଂ. ବି. — ବୈଦ୍ୟ — Physician; doctor