ଆଡ଼୍ନିଜାଲ୍ Āṟḍ̠nijāl

  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଅର୍ଦ୍ଧ+ଜାଳ) — ଆଡ଼େନ୍ଜାଲ୍; ମାଛ ଧରିବା ପାଇଁ ମଝିରେ ମଝିରେ କାଠି ଲାଗିଥିବା ଏକପ୍ରକାର କମ୍ ଓସାରର ଲମ୍ବ ଜାଲ; ଖାଡ଼ି— ଜାଲ