ଆଡ଼ିଆଇବା Āṟḍ̠iāibā

  • ଦେ. କ୍ରି. (ସଂ. ଅରାଳ) 1 । ବକ୍ରକରିବା — କେତେ ତହିଁ ନବୀନା ଚାହିଁ ଆଡ଼ିଆଇ। କୃଷ୍ଣସିଂହ, ମହାଭାରତ।
  • ଦେ. କ୍ରି. (ସଂ. ଅରାଳ) 1 । ବକ୍ରକରିବା — ଏକପାଖକୁ ଘୁଞ୍ଚାଇବା — To push to one side
  • ଦେ. କ୍ରି. (ସଂ. ଅରାଳ) 1 । ବକ୍ରକରିବା — ମୋ ଲାଙ୍ଗୁଳଟି ଆଡ଼ିଆଇ ଯିବ ଏ ମାର୍ଗରେ। କୃଷ୍ଣସିଂହ, ମହାଭାରତ।
  • ଦେ. କ୍ରି. (ସଂ. ଅରାଳ) 1 । ବକ୍ରକରିବା — ଏକଆଡକୁ ବକ୍ର କରି ଧରିବା — To hold a thing sideways
  • ଦେ. କ୍ରି. (ସଂ. ଅରାଳ) 1 । ବକ୍ରକରିବା — ପାଖେଇବା; ଏକପାଖକୁ ଘୁଞ୍ଚିବା — To move to one side