ଆଡ଼ଖୋଷା Āṟḍ̠akhoshha

  • ଦେ. ବି. (ସଂ. ଅର୍ଦ୍ଧ+କୋଷ) — ଦକ୍ଷିଣୀ ଖୋଷା; ମୁଣ୍ଡ ପଛଆଡ଼େ ବେକର ଏକ ପାଖକୁ ଢଳା ହୋଇ ଟଭା ଫଳ ପ୍ରାୟ ସଜ୍ଜିତ ଜୁଡ଼ା
  • ଦେ. ବି. (ସଂ. ଅର୍ଦ୍ଧ+କୋଷ) — ଆଡ଼ଖାଷା କୁସୁମ ତୋରା, ହା ହା କରି ରୁଣ୍ଡୀଭୂତ କି ତାରା। ଭଞ୍ଜ, ଲାବଣ୍ୟବତୀ।