ଆହ୍ଲାଦକ Āhlādaka

  • ସଂ. ବିଣ. (ଆ+ହ୍ଲଦ୍ ଧାତୁ ଣିଚ, ହ୍ଲାଦି ଧାତୁ= ଆହ୍ଲାଦିତ କରାଇବା+କର୍ତ୍ତୃ. ଅକ) — ଆନନ୍ଦପ୍ରଦ; ଆନନ୍ଦଦାୟକ — Delightful; joyful