ଆହ୍ନିକ Āhnika
- ସଂ. ବିଣ. (ଅହନ୍=ଦିବସ+ନିବୃତାର୍ଥେ. ଇକ) — ଦୈନିକ; ପ୍ରତିଦିନ ଘଟୁଥିବା — Daily; diurnal
- ସଂ. ବିଣ. (ଅହନ୍=ଦିବସ+ନିବୃତାର୍ଥେ. ଇକ) — ଦିବସସମ୍ବନ୍ଧୀୟ — Pertaining to a day
- ସଂ. ବି. — ସନ୍ଧ୍ୟା ବନ୍ଦନାଦି ନିତ୍ୟକର୍ମ — Daily worship and prayers
- ସଂ. ବି. — ପ୍ରତିଦିନର କର୍ତ୍ତବ୍ୟ ପାଠ — A day's lesson
- ସଂ. ବି. — ଦିବସରେ ଗ୍ରନ୍ଥର ପଠନୀୟ ଅଂଶବିଶେଷ — Part of a book which is a day's lesson