ଆହୋପୁରୁଷିକା Āhopurushikā

  • ସଂ. ବି. (ଅହୋପୁରୁଷ+ଇକ+ସ୍ତ୍ରୀ. ଆ; "ଅହଂ ଏବ ପୁରୁଷଃ" ଅର୍ଥାତ୍ ମୁଁ ଏକା ମନୁଷ୍ୟ ଆଉ କେହି ମୋ ଆଗରେ ମନୁଷ୍ୟ ନୁହେଁ) — ଆତ୍ମବଡ଼ିମା; ଆତ୍ମାଶ୍ଳାଘା; ଆତ୍ମପ୍ରଶଂସା — Self-adulation