ଆହୁଲାଇବା Āhulāibā

  • ଦେ. କ୍ରି. — ଆହୁଲା ପକାଇବା — To row
  • ଦେ. କ୍ରି. — ଆହୁଲାଦ୍ୱାରା ନୌକା ଚଲାଇବା — To row a boat over
  • ଦେ. କ୍ରି. — (କୁଲା ପ୍ରଭୃତି ଦ୍ୱାରା) ବାୟୁକୁ ସଞ୍ଚାଳିତ କରିବା — To cause the motion of the air (by means of a fan)