ଆହିତୁଣ୍ଡିକ Āhituṇḍika

  • ସଂ. ବି. ପୁଂ. (ଅହିତୁଣ୍ଡ=ସର୍ପମୁଖ+କ୍ରୀଡ଼ାର୍ଥେ; ଇକ. ଯେ ସାପର ମୁଖଦ୍ୱାରା ଖେଳେ) — ସାପୁଆକେଳା — Snake-catcher; snake-charmer
  • ସଂ. ବିଣ. — ଯେ ସର୍ପବିଦ୍ୟାରେ ନିପୁଣ — Skilled in the art of snake-charming