ଆହାରବିହାର Āhārabihāra

  • ସଂ. ବି. (ସହଚର) — ଆହାରାଦି ଯାବତୀୟ ଦୈନିକ କାର୍ଯ୍ୟ; ପାନାହାରାଦି — Eating and all other acts necessary for a living being