ଆହା ମରଇ Āhāmarai

  • ଦେ. ଅ. — ପ୍ରିୟଜନଙ୍କ ଦୁରବସ୍ଥାଜନିତ ଖେଦସୂଚକ ଅବ୍ୟୟ—ହାୟ ! ମୁଁ ମରି ନ ଯାଇ ଏହା ଯାହା ଆଖିରେ ଦେଖିଲି ! ଆହା କି ଦୁଃଖର ବିଷୟ — !— Alas: what a sad thing
  • ଦେ. ଅ. — ନିଦ ନାହିଁ କି ନୟନେ ନିଶା ଦିନ ଆହା ମରଇ ମୋ ଧନ। କବିସୂର୍ଯ୍ୟ. କିଶୋରୀଚମ୍ପୂ. ଙ ଗୀତ।