ଆହା କରିବା Āha karibā
- ଦେ. କ୍ରି. — ଖେଦ କରିବା — To lament
- ଦେ. କ୍ରି. — ଅନୁତାପ କରିବା — To repent; to regret
- ଦେ. କ୍ରି. — ସହାନୁଭୂତି ପ୍ରକାଶ କରିବା — To sympathise; to pity; to show sympathy
- ଦେ. କ୍ରି. — ବାହାରେ ତୋହର ଆହା କରିବାକୁ ସାହା ନାହିଁ ଯହୁଁ ଅଖିଳେ। ଭଞ୍ଜ. ବୈଦେହୀଶବିଳାସ— 29 । 15 । — ବାହାରେ ତୋହର ଆହା କରିବାକୁ ସାହା ନାହିଁ ଯହୁଁ ଅଖିଳେ ଭଞ୍ଜ. ବୈଦେହୀଶବିଳାସ—2915