ଆହର୍ତ୍ତା Āharttā

  • ସଂ. ବିଣ. ପୁଂ. (ଆ+ହୃ ଧାତୁ+କର୍ତ୍ତୃ. ତୃ) — ଆହରଣ ବା ସଂଗ୍ରହ କରିବା (ବ୍ୟକ୍ତି); ସଂଗ୍ରାହକ — One who collects or brings together; compiler
  • ସଂ. ବିଣ. ପୁଂ. (ଆ+ହୃ ଧାତୁ+କର୍ତ୍ତୃ. ତୃ) — ଯଜ୍ଞାଦି କ୍ରିୟାର ଅନୁଷ୍ଠାତା — Performer of sacrifice