ଆହବ କରିବା Āhaba karibā

  • ଦେ. କ୍ରି — ଅସାଧ୍ୟ କାର୍ଯ୍ୟ କରିବାକୁ ସାହସ କରିବା — To dare to do an act
  • ଦେ. କ୍ରି — ଅସୀମ ସାହସିକ କାର୍ଯ୍ୟରେ ହସ୍ତକ୍ଷେପ କରିବା — To prepare to do a very difficult act