ଆସ Āsa
- ସଂ. ବି. (ଅସ୍ ଧାତୁ=କ୍ଷେପଣ କରିବା+କରଣ. ଅ) — ଧନୁକ; ଧନୁ — Bow
- ସଂ. ବି. (ଅସ୍ ଧାତୁ=କ୍ଷେପଣ କରିବା+କରଣ. ଅ) — ଉପବେଶନସ୍ଥାନ; ଆସନ — Seat; place; post
- ସଂ. ବି. (ଅସ୍ ଧାତୁ=କ୍ଷେପଣ କରିବା+କରଣ. ଅ) — ସ୍ଥିତି — Position; existence
- ଦେ. କ୍ରି — (ଆସିବା କ୍ରିୟାର 2 ୟ ପୁରୁଷ 1 ବଚନ ଓ ବହୁବଚନର ଅନୁଜ୍ଞା)—ତୁମ୍ଭେ ବା ତୁମ୍ଭେମାନେ ଆଗମନ କର — (ଆସିବା କ୍ରିୟାର2ୟ ପୁରୁଷ1ବଚନ ଓ ବହୁବଚନର ଅନୁଜ୍ଞା)—ତୁମ୍ଭେ ବା ତୁମ୍ଭେମାନେ ଆଗମନ କର— (you) Come