ଆସ୍ଫୋଟ Āsphoṭa
- ସଂ. ବି. (ଆ+ସ୍ଫୁଟ୍ ଧାତୁ=ଫୁଟିବା; ପ୍ରକାଶିତ ହେବା; ବଧ କରିବା+ଭାବ ଅ) — ବୀରମାନଙ୍କର ବାହୁରେ କିମ୍ବା ଜଙ୍ଘରେ ଫୁଟକି ମାରିବା — Challenge; causing on the sound by clapping the hand on the arm or the thigh as a sign of difiance before an athletic feat
- ସଂ. ବି. (ଆ+ସ୍ଫୁଟ୍ ଧାତୁ=ଫୁଟିବା; ପ୍ରକାଶିତ ହେବା; ବଧ କରିବା+ଭାବ ଅ) — ଫୁଟୁକି — Clapping or flapping of two flat things with each other
- ସଂ. ବି. (ଆ+ସ୍ଫୁଟ୍ ଧାତୁ=ଫୁଟିବା; ପ୍ରକାଶିତ ହେବା; ବଧ କରିବା+ଭାବ ଅ) — ଫୁଟୁକି ଶବ୍ଦ — Sound produced by clapping, flapping or flouncing
- ସଂ. ବି. (ଆ+ସ୍ଫୁଟ୍ ଧାତୁ=ଫୁଟିବା; ପ୍ରକାଶିତ ହେବା; ବଧ କରିବା+ଭାବ ଅ) — ଆଙ୍ଗୁଠି ଫୁଟାଇବା — Sound produced by the twisting of the finger-joints
- ସଂ. ବି. (ଆ+ସ୍ଫୁଟ୍ ଧାତୁ=ଫୁଟିବା; ପ୍ରକାଶିତ ହେବା; ବଧ କରିବା+ଭାବ ଅ) — ସଶବ୍ଦଆଘାତ — Striking with sound
- ସଂ. ବି. (ଆ+ସ୍ଫୁଟ୍ ଧାତୁ=ଫୁଟିବା; ପ୍ରକାଶିତ ହେବା; ବଧ କରିବା+ଭାବ ଅ) — ପୁଷ୍ପାଦିର ବିକାଶ; ଫୁଲ ଫୁଟିବା; ଫୁଲର ପାଖୁଡ଼ା ଖୋଲି ଯିବା — The blowing or opening of a flower
- ସଂ. ବି. (ଆ+ସ୍ଫୁଟ୍ ଧାତୁ=ଫୁଟିବା; ପ୍ରକାଶିତ ହେବା; ବଧ କରିବା+ଭାବ ଅ) — ହଠାତ୍ ମେଲା ହୋଇ ଯିବା — Sudden expansion
- ସଂ. ବି. (ଆ+ସ୍ଫୁଟ୍ ଧାତୁ=ଫୁଟିବା; ପ୍ରକାଶିତ ହେବା; ବଧ କରିବା+ଭାବ ଅ) — ହଠାତ୍ ମୁଦ୍ରଣ; ଶବ୍ଦ ସହିତ ମୁଦି ହୋଇଯିବା — Sudden shutting or clasping up of the flaps with a sound
- ସଂ. ବି. (ଆ+ସ୍ଫୁଟ୍ ଧାତୁ=ଫୁଟିବା; ପ୍ରକାଶିତ ହେବା; ବଧ କରିବା+ଭାବ ଅ) — ଫୋଡ଼ିବା — Boring through