ଆସ୍ଫାଳନ Āsphāḻana

  • ସଂ. ବି. (ଆ+ସ୍ଫଳି ଧାତୁ=ଗମନ କରିବା+ଭାବ. ଅନ) — ଗର୍ବପ୍ରକାଶ; ଆତ୍ମଶ୍ଳାଘା — Bragging blustering; self-adulation
  • ସଂ. ବି. (ଆ+ସ୍ଫଳି ଧାତୁ=ଗମନ କରିବା+ଭାବ. ଅନ) — ଥାପଡ଼େଇବା; ତାଳିମାରିବା — Clapping
  • ସଂ. ବି. (ଆ+ସ୍ଫଳି ଧାତୁ=ଗମନ କରିବା+ଭାବ. ଅନ) — (ଚଢ଼େଇର ଡେଣା, ହାତିର କାନ, ମାଛର ଲାଞ୍ଜ) ପିଟି ହେବା; ପକ୍ଷାଦି ସଞ୍ଚାଳନ ବା ଛିଞ୍ଚାଡ଼ିବା — Flouncing or flapping (of the fins of a fish; elephant's ear or a bird's wing)
  • ସଂ. ବି. (ଆ+ସ୍ଫଳି ଧାତୁ=ଗମନ କରିବା+ଭାବ. ଅନ) — ସଂଘର୍ଷଣ — Waving; movement; friction
  • ସଂ. ବି. (ଆ+ସ୍ଫଳି ଧାତୁ=ଗମନ କରିବା+ଭାବ. ଅନ) — ଆଘାତ କରିବା ପାଇଁ ଆସ୍ପର୍ଦ୍ଧାପୂର୍ବକ ଶସ୍ତ୍ରାଦି ଝକମକ କରିବା ବା ଉଞ୍ଚାଇବା — Brandishing